ପ୍ରୋଫାଇଲ ବିବରଣୀ

ଆଇଟିଆଇ, ଆନନ୍ଦପୁର

ଆନନ୍ଦପୁର ଠାରେ ସରକାରୀ ଆଇଟିଆଇ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ସାମାଜିକ ଅସୁବିଧାରେ ପଡିଥିବା ମହିଳାମାନଙ୍କୁ ଧନ୍ଦାମୂଳକ ଏବଂ ବୈଷୟିକ ତାଲିମ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ତାଲିମ ପାଇବା ପରେ ଛୋଟ ଛୋଟ ବ୍ୟବସାୟ ଜରିଆରେ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପରବର୍ତ୍ତୀ ସମୟରେ ଶିଳ୍ପର ଆବଶ୍ୟକତାକୁ ଚାହିଁ ତାଲିମ ପ୍ରଦାନ କରାଗଲା ଏବଂ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ମିଳିଲା।

କେବେ ପ୍ରତିଷ୍ଠା ହେଲା 1987
ଅଧ୍ୟକ୍ଷ ଶରତ ଚନ୍ଦ୍ର ବିଶ୍ୱାଳ
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା କେନ୍ଦୁଝର

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9937802837

06731-220301

ମେସେଜ କରନ୍ତୁ

itiwanandpur@gmail.com

ଆମ ଠିକଣା

ସାଳପଡା, ଆନନ୍ଦପୁର, ଜିଲ୍ଲା-କେନ୍ଦୁଝର, ପିନ୍-୭୫୮୦୨୦

ୱେବସାଇଟ

--

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ମାଇନିଙ୍ଗ ମେକାନିକ(ଏମସି) 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 60 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ