ପ୍ରୋଫାଇଲ ବିବରଣୀ

ଆଇଟିଆଇ, ବାଲେଶ୍ବର

କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିବା କୁଶଳୀ କାରିଗରଙ୍କ ଆବଶ୍ୟକତା ଦୃଷ୍ଟିରୁ ଦ୍ବିତୀୟ ପଞ୍ଚ ବାର୍ଷିକ ଯୋଜନା କାଳରେ ୧୯୫୭ ମସିହାରେ ବାଲେଶ୍ବର ଆଇଟିଆଇ ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତସ୍ତରରେ ପହଞ୍ଚିଥିବା ବେଳେ ଅତ୍ୟାଧୁନିକ ଆଇଟି ଓ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କମ୍ୟୁନିକେସନ ଲାବ ଓ କାର୍ମଶାଳା ରହିଛି। ଉନ୍ନତ ଶ୍ରେଣୀଗୃହ, ଛାତ୍ରଛାତ୍ରୀମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ସହ ନିରବଛିନ୍ନ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଛି।

କେବେ ପ୍ରତିଷ୍ଠା ହେଲା 1957
ଅଧ୍ୟକ୍ଷ ଶ୍ରୀ କେ ସି ରାଉତ
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ବାଲେଶ୍ବର

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9437154305

06782-262077

ମେସେଜ କରନ୍ତୁ

iti.bls@rediffmail.com

ଆମ ଠିକଣା

ଓ. ଟି ରୋଡ, ଅଙ୍ଗାରଗଡିଆ, ଇଶାନ ନଗର, ଜିଲ୍ଲା-ବାଲେଶ୍ବର, ପିନ୍-୭୫୬୦୦୧

ୱେବସାଇଟ

http://itibalasore.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ଡ୍ରଗଟ୍ସମ୍ୟାନ (ମେକାନିକାଲ) 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 120 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 80 ଦଶମ ଶ୍ରେଣୀ
ସୂଚନା ଯୋଗାଯୋଗ ଟେକ୍ନୋଲୋଜି ସିଷ୍ଟମ ରକ୍ଷଣାବେକ୍ଷଣ 12 ମାସ 24 ଆଇଟିଆଇ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ମେକାନିକ ଡିଜେଲ 12 ମାସରେ 2520 ଘଣ୍ଟା 72 ଦଶମ ଶ୍ରେଣୀ
ପ୍ଲାଷ୍ଟିକ ପ୍ରୋସେସିଂ ଅପରେଟର 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ପାଣି ପାଇପ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 24 ଦଶମ ଶ୍ରେଣୀ
ଟ୍ରାକ୍ଟର ମେକାନିକ 12 ମାସରେ 2520 ଘଣ୍ଟା 20 ଅଣ ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 20 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 60 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 20 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ