ପ୍ରୋଫାଇଲ ବିବରଣୀ

ଆଇଟିଆଇ, ବ୍ରହ୍ମପୁର

ରାଜ୍ୟର ସର୍ବବୃହତ ଆଇଟିଆଇ ପ୍ରତିଷ୍ଠାନ ଓ ନିଯୁକ୍ତି କ୍ଷେତ୍ରରେ ସର୍ବଶ୍ରେଷ୍ଠ ରେକର୍ଡ ପାଇଁ ଏହି ପ୍ରତିଷ୍ଠାନକୁ ଭାରତ ସରକାରଙ୍କ ଦ୍ବାରା ପୁରସ୍କୃତ କରାଯାଇଛି। ଏନସିଭିଟି ସହିତ ଏହାର ତାଲିମ ପାଠ୍ୟକ୍ରମ ଗୁଡିକ ଅନୁବନ୍ଧିତ। ଉନ୍ନତମାନର ତାଲିମ ପ୍ରଦାନ ଓ ଶତପ୍ରତିଶତ ନିଯୁକ୍ତି ହେଉଛି ଏହି ପ୍ରତିଷ୍ଠାନର ସଫଳତା।

କେବେ ପ୍ରତିଷ୍ଠା ହେଲା 1957
ଅଧ୍ୟକ୍ଷ ଡ. ରାଜତ କୁମାର ପାଣିଗ୍ରାହୀ
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ଗଞ୍ଜାମ

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9438293909

0680-2291743

ମେସେଜ କରନ୍ତୁ

itibamprincipal@gmail.com

ଆମ ଠିକଣା

ଇଂଞ୍ଜିନିୟରିଙ୍ଗ ସ୍କୁଲ ରୋଡ, ବ୍ରହ୍ମପୁର, ଜିଲ୍ଲା-ଗଞାମ, ପିନ୍-୭୬୦୦୧୦

ୱେବସାଇଟ

http://itiberhampur.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ସିଓଇ ବିବିବିଟି (ଅଟୋମୋବାଇଲ) 24 ମାସରେ 5040 ଘଣ୍ଟା 126 ଦଶମ ଶ୍ରେଣୀ
କମ୍ପ୍ୟୁଟର ଚାଳକ ଓ ପ୍ରୋଗ୍ରାମିଂ ସହଯୋଗୀ (ସିଓପିଏ) 24 ମାସରେ 2520 ଘଣ୍ଟା 72 ଦଶମ ଶ୍ରେଣୀ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 320 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 96 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 320 ଦଶମ ଶ୍ରେଣୀ
ଫାଉଣ୍ଡରୀମ୍ଯାନ ଟେକନିସିଆନ 12 ମାସ 20 ଆଇଟିଆଇ
ଉପକରଣ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 60 ଦଶମ ଶ୍ରେଣୀ
ମେରାଇନ ଇଞ୍ଜିନ ଫିଟର 12 ମାସରେ 2520 ଘଣ୍ଟା 20 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ମେକାନିକ ଡିଜେଲ 12 ମାସରେ 2520 ଘଣ୍ଟା 72 ଦଶମ ଶ୍ରେଣୀ
ମେକାନିକ୍ସ ମେକଟ୍ରୋନିକ୍ସ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଚିତ୍ରକର (ସାଧାରଣ) 12 ମାସରେ 5040 ଘଣ୍ଟା 40 ଅଣ ମାଟ୍ରିକ
ଚିତ୍ରକର (ଔଦ୍ୟଗିକ) 12 ମାସରେ 2520 ଘଣ୍ଟା 24 ଦଶମ ଶ୍ରେଣୀ
ପାଣି ପାଇପ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 72 ଦଶମ ଶ୍ରେଣୀ
ସିଲେଇ ପ୍ରଯୁକ୍ତି ବିଦ୍ୟା 12 ମାସରେ 2520 ଘଣ୍ଟା 40 ଦଶମ ଶ୍ରେଣୀ
ସର୍ବେକ୍ଷକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ଟ୍ରାକ୍ଟର ମେକାନିକ 12 ମାସରେ 2520 ଘଣ୍ଟା 20 ଅଣ ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 60 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 120 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 40 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ