ପ୍ରୋଫାଇଲ ବିବରଣୀ

ଆଇଟିଆଇ ଭୁବେନଶ୍ବର

ଆଇଟିଆଇ ଭୁବନେଶ୍ବର ୩୨ ବର୍ଷର ପୁରାତନ ପ୍ରତିଷ୍ଠାନ। ଏଠାରେ ଯୁବତୀଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ, ମେକାନିକ୍ସ, ସିଓଇ(ଆଇଟି), ପୋଷାକ ତିଆରି ଏବଂ ଆଇସିଟି ଏବଂ ଏସଏମ ଭଳି ଟେଡ୍ର ରହିଛି। ଫିଟର, ଇଲେକ୍ଟ୍ରିସିଆନ, ରେଫ୍ରିଜରେଟର ଏବଂ ‌ୱେଲଡର ଭଳି ନୂତନ ବିଷୟ ଏନସିଭିଟି ଅଧିନରେ ଖୋଲା ଯାଇଛି। ଏଥିରେ ସ୍ଥାନ ସଂଖ୍ୟା ୮୩୮ ରହିଛି।

କେବେ ପ୍ରତିଷ୍ଠା ହେଲା 1985
ଅଧ୍ୟକ୍ଷ ଶ୍ରୀମତୀ ଜିତାମିତ୍ର ଶତପଥି
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ଖୋର୍ଦ୍ଧା

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9437453836

0674-2390619

ମେସେଜ କରନ୍ତୁ

itibhubaneswar@rediffmail.com

ଆମ ଠିକଣା

ରାଜଭବନ ପାଖ, ନୟାପଲ୍ଲୀ, ୟୁନିଟ-8, ଭୁବନେଶ୍ବର, ଜିଲ୍ଲା-ଖୋର୍ଦ୍ଧା, ପିନ୍-୭୫୧୦୧୨

ୱେବସାଇଟ

http://govtitibbsr.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବେକର ଏବଂ କନଫେସନର 12 ମାସରେ 500 ଘଣ୍ଟା 24 ଅଣ ମାଟ୍ରିକ
ପୋଷାକ ତିଆରି କରିବା 12 ମାସରେ 2520 ଘଣ୍ଟା 20 ଦଶମ ଶ୍ରେଣୀ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 100 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 80 ଦଶମ ଶ୍ରେଣୀ
ଖାଦ୍ୟ ଓ ପାନୀୟ ସେବା (ଅତିଥିସତ୍କାର) 12 ମାସ 20 ଅଣ ମାଟ୍ରିକ
ଖାଦ୍ଯ ଉତ୍ପାଦନ 6 ମାସ 24 ଆଇଟିଆଇ
IoT ଟେକନିସିଆନ ସ୍ମାର୍ଟ ଏଗ୍ରୀକଲଚର 12 ମାସ 24 ଆଇଟିଆଇ
IoT ଟେକନିସିଆନ ସ୍ମାର୍ଟ ସିଟି 12 ମାସ 24 ଆଇଟିଆଇ
IoT ଟେକନିସିଆନ ସ୍ମାର୍ଟ ହେଲ୍ଥକେୟାର 12 ମାସ 24 ଆଇଟିଆଇ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ସ୍ମାର୍ଟ ଫୋନ ଟେକନିସିଆନ- କମ- ଆପ ଟେଷ୍ଟର 6 ମାସ 24 ଆଇଟିଆଇ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 80 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ