ପ୍ରୋଫାଇଲ ବିବରଣୀ

ଆଇଟିଆଇ, ବଲାଙ୍ଗୀର

ସରକାରୀ ଆଇଟିଆଇ, ବଲାଙ୍ଗୀର ଜାତୀୟ ଧନ୍ଦାମୂଳକ ତାଲିମ ନିଗମ(ଏନସିଭିଟି) ଦ୍ଵାରା ସ୍ବୀକୃତି ପ୍ରାପ୍ତ ଏବଂ ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଅଧୀନରେ ରହିଛି। ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରତିଷ୍ଠାନ ବଲାଙ୍ଗୀର ଜିଲାର ସୁନାମ ଅର୍ଜନ କରିଛି।

କେବେ ପ୍ରତିଷ୍ଠା ହେଲା 1981
ଅଧ୍ୟକ୍ଷ ଶ୍ରୀ କେପି ମେହେର
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ବଲାଙ୍ଗୀର

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9937871621

06652-250693

ମେସେଜ କରନ୍ତୁ

iti.bolangir@rediffmail.com

ଆମ ଠିକଣା

ସ୍ଥାନ-ଲାଲତିକ୍ରା ରୋଡ, ଡାକ-ରାଜେନ୍ଦ୍ର କଲେଜ, ଜିଲ୍ଲା-ବଲାଙ୍ଗୀର, ପିନ୍-୭୬୭୦୦୨

ୱେବସାଇଟ

http://www.govtitibolangir.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ଡ୍ରଗଟ୍ସମ୍ୟାନ (ସିଭିଲ) 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଡ୍ରଗଟ୍ସମ୍ୟାନ (ମେକାନିକାଲ) 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 80 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 96 ଦଶମ ଶ୍ରେଣୀ
ପମ୍ପ ଅପରେଟର ତଥା ମେକାନିକ 12 ମାସରେ 2520 ଘଣ୍ଟା 60 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 40 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 20 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ