ପ୍ରୋଫାଇଲ ବିବରଣୀ

ଆଇଟିଆଇ, ଚନ୍ଦାହାଣ୍ଡି

ଶିଳ୍ପ ସଂସ୍ଥାର ଚାହିଦା ଆଧାରରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରସ୍ତୁତ କରାଯାଉଛି। ୨୦୧୪ ମସିହାରେ ପ୍ରତିଷ୍ଠା ହୋଇଥିବା ଆଇଟିଆଇ ଚାନ୍ଦହାଣ୍ଡି ସାରା ବିଶ୍ଵରେ ପ୍ରତିଷ୍ଠିତ ହେବାପରି ଦକ୍ଷ ଯନ୍ତ୍ରୀ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ଏଠାରେ ଏନସିଭିଟି, ନୂଆଦିଲ୍ଲୀ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଇଲେକ୍ଟ୍ରିସିଆନ ଓ ଫିଟର (୨+୨ ୟୁନିଟି)ରେ ପାଠପଢା ଯାଉଛି।

କେବେ ପ୍ରତିଷ୍ଠା ହେଲା 2014
ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସାହୁ
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ନବରଙ୍ଗପୁର

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9937110018

06866-282310

ମେସେଜ କରନ୍ତୁ

principal.itichandahandi@gmail.com

ଆମ ଠିକଣା

ଫାଟକି, ଭାୟା-ଚାନ୍ଦହାଣ୍ଡି, ଜିଲ୍ଲା-ନବରଙ୍ଗପୁର, ପିନ୍-୭୬୪୦୭୭

ୱେବସାଇଟ

http://www.govtitichandahandi.co.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 40 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ