ପ୍ରୋଫାଇଲ ବିବରଣୀ

ଆଇଟିଆଇ, ଚନ୍ଦ୍ରଗିରି

ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ଏହି ପତିଷ୍ଠାନର ଖ୍ୟାତି ରହିଛି। ଏହି ଅନୁଷ୍ଠାନରୁ ପାଶ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଡିଆରଡିଓ, ଇସ୍ରୋ, ଭେଲ, ସେଲ, ରେଳବାଇ ଏବଂ ଓପିଟିସିଏଲ ଭଳି ସଂସ୍ଥାରେ ନିଯୁକ୍ତି ମିଳିଛି। ବହୁ ମହିଳାମାନଙ୍କୁ ରାଜ୍ୟ ବାହାରେ ଭଲ ସଂସ୍ଥାରେ ମଧ୍ୟ ଚାକିରି ମିଳିଛି।

କେବେ ପ୍ରତିଷ୍ଠା ହେଲା 2012
ଅଧ୍ୟକ୍ଷ ଶ୍ରୀ ଡିପି ପଟ୍ଟନାଏକ
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ଗଜପତି

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9938574285

ମେସେଜ କରନ୍ତୁ

itichandragiri@rediffmail.com

ଆମ ଠିକଣା

କାଳିଆପାଟ, ଚାନ୍ଦିପୁଟ, ଭାୟା-ଚନ୍ଦ୍ରଗିରି, ଜିଲ୍ଲା-ଗଜପତି, ପିନ୍-୭୬୧୦୧୭

ୱେବସାଇଟ

http://govtitichandragiri.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 40 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 20 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 40 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ