ପ୍ରୋଫାଇଲ ବିବରଣୀ

ଆଇଟିଆଇ, ଛତ୍ରପୁର

ଏହି ତାଲିମ ପ୍ରତିଷ୍ଠାନରେ ଉନ୍ନତ ଭିତ୍ତିଭୂମି ସହିତ ଯୋଗାଯୋଗର ସମସ୍ତ ସୁବିଧା ରହିଛି। ଏହି ପ୍ରତିଷ୍ଟାନରେ ଫିଟର, ଇଲେକ୍ଟ୍ରିସିଆନ, ଇଲୋକ୍ଟ୍ରୋନିକ୍ସ ମେକାନିକ, ଇନଷ୍ଟ୍ରୁମେଣ୍ଟ ମେକାନିକ, ମେକ୍, ଆରଏ ଆଣ୍ଡ ସି ୱେଲଡର ଆଦି ସମସ୍ତ ଟ୍ରେଡରେ ୨ ବାର୍ଷିକ ତାଲିମ ବ୍ୟବସ୍ଥା ଥିବାବେଳେ କେବଳ ୱେଲଡରରେ ଗୋଟିଏ ବର୍ଷର ତାଲିମ ସୁବିଧା ରହିଛି।

କେବେ ପ୍ରତିଷ୍ଠା ହେଲା 1997
ଅଧ୍ୟକ୍ଷ ଶ୍ରୀ ମନ୍ମଥ କୁମାର ମାଝି
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ଗଞ୍ଜାମ

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9861268864

06811-263354

ମେସେଜ କରନ୍ତୁ

principalitichatrapur@gmail.com

ଆମ ଠିକଣା

ବାସନାପାଲ୍ଲୀ, ଶାନ୍ତିନଗର ପାଖ, ଛତ୍ରପୁର, ଜିଲ୍ଲା- ଗଞାମ, ପିନ୍-୭୬୧୦୨୦

ୱେବସାଇଟ

http://itichatrapur.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 140 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 140 ଦଶମ ଶ୍ରେଣୀ
ଉପକରଣ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 40 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ