ପ୍ରୋଫାଇଲ ବିବରଣୀ

ଆଇଟିଆଇ, କଟକ

ଆଇଟିଆଇ କଟକ, ରାଜ୍ୟର ସୁନାମଧନ୍ୟ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ। ସିଟିଏସ ପାଠ୍ୟକ୍ରମ ଅଧୀନରେ ବର୍ତ୍ତମାନ ଏଠାରେ ୨୦ଟି ଭିନ୍ନଭିନ୍ନ ଟ୍ରେଡରେ ତାଲିମ ଦିଆଯାଉଛି। କ୍ରମାନ୍ଵୟ ଭାବେ ଭଲ କରୁଥିବାରୁ ବିଶ୍ଵସ୍ତରୀୟ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ୨୦୧୫ ମସିହାରେ ଭାରତ ସରକାର ଏହି ପ୍ରାତିଷ୍ଠାନକୁ ସମ୍ମାନିତ କରିଥିଲେ।

କେବେ ପ୍ରତିଷ୍ଠା ହେଲା 1958
ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା କଟକ

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

8895945275

0671-2344922

ମେସେଜ କରନ୍ତୁ

itictc@nic.in

ଆମ ଠିକଣା

ମଧୁପାଟଣା, ଜିଲ୍ଲା-କଟକ, ପିନ୍-୭୫୩୦୧୦

ୱେବସାଇଟ

http://iticuttack.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବଢେଇ 12 ମାସରେ 2520 ଘଣ୍ଟା 48 ଅଣ ମାଟ୍ରିକ
କମ୍ପ୍ୟୁଟର ଚାଳକ ଓ ପ୍ରୋଗ୍ରାମିଂ ସହଯୋଗୀ (ସିଓପିଏ) 24 ମାସରେ 2520 ଘଣ୍ଟା 72 ଦଶମ ଶ୍ରେଣୀ
ଡ୍ରଗଟ୍ସମ୍ୟାନ (ସିଭିଲ) 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଡ୍ରଗଟ୍ସମ୍ୟାନ (ମେକାନିକାଲ) 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 260 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 260 ଦଶମ ଶ୍ରେଣୀ
ଫାଉଣ୍ଡରୀମ୍ଯାନ ଟେକନିସିଆନ 12 ମାସ 20 ଆଇଟିଆଇ
ସୂଚନା ଯୋଗାଯୋଗ ଟେକ୍ନୋଲୋଜି ସିଷ୍ଟମ ରକ୍ଷଣାବେକ୍ଷଣ 12 ମାସ 24 ଆଇଟିଆଇ
ଉପକରଣ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 80 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 144 ଦଶମ ଶ୍ରେଣୀ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ମେକାନିକ ଡିଜେଲ 12 ମାସରେ 2520 ଘଣ୍ଟା 72 ଦଶମ ଶ୍ରେଣୀ
ଚିତ୍ରକର (ସାଧାରଣ) 12 ମାସରେ 5040 ଘଣ୍ଟା 20 ଅଣ ମାଟ୍ରିକ
ଉତ୍ପାଦନ ଓ ପ୍ରସ୍ତୁତିକରଣ କ୍ଷେତ୍ର (ସିଓଈ) 6 ମାସ 126 ଆଇଟିଆଇ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 80 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 120 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 20 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ