ପ୍ରୋଫାଇଲ ବିବରଣୀ

ଆଇଟିଆଇ, ଢେଙ୍କାନାଳ

ଶାନ୍ତ ଓ ସବୁଜ ବଳୟ ମଧ୍ୟରେ ଅବସ୍ଥିତ ଢେଙ୍କାନାଳ ଆଇଟିଆଇ ଦକ୍ଷତା ତାଲିମ ପାଇଁ ଉପଯୁକ୍ତ ଅନୁଷ୍ଠାନ। ଏହି ତାଲିମ କେନ୍ଦ୍ରର ଉତ୍କର୍ଷତା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ତେଣୁ ଏହି ତାଲିମ କେନ୍ଦ୍ର ପ୍ରତି ଯୁବଗୋଷ୍ଠୀଙ୍କ ଆଗ୍ରହ ବୃଦ୍ଧି ପାଉଛି।

କେବେ ପ୍ରତିଷ୍ଠା ହେଲା 1992
ଅଧ୍ୟକ୍ଷ ଇଂ. ୟୁସି ମିଶ୍ର
ପ୍ରତିଷ୍ଠାନ ପ୍ରକାର ସରକାରୀ
ଜିଲ୍ଲା ଢେଙ୍କାନାଳ

ଯୋଗାଯୋଗ ଠିକଣା

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷାରତ

ଆମକୁ ଫୋନ କରନ୍ତୁ

9861869560

ମେସେଜ କରନ୍ତୁ

principalitidkl@rediffmail.com

ଆମ ଠିକଣା

ବୋରାପଡା, ଗହମାଖୁଣ୍ଟି, ଭାୟା-ଗୋବିନ୍ଦପୁର ଜିଲ୍ଲା-ଢେଙ୍କାନାଳ, ପିନ୍-୭୫୯୦୨୭

ୱେବସାଇଟ

http://www.govtitidkl.co.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 120 ଦଶମ ଶ୍ରେଣୀ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 48 ଦଶମ ଶ୍ରେଣୀ
ଫିଟର 24 ମାସରେ 5040 ଘଣ୍ଟା 100 ଦଶମ ଶ୍ରେଣୀ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 24 ଦଶମ ଶ୍ରେଣୀ
ଝଳେଇ ମିସ୍ତ୍ରୀ 24 ମାସରେ 2520 ଘଣ୍ଟା 60 ଅଣ ମାଟ୍ରିକ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ