ଶୁଭଲକ୍ଷ୍ମୀ ସୁବୁଦ୍ଧି

ପେଷ୍ଟ୍ରି ସେଫ

ଶୁଭଲକ୍ଷ୍ମୀ ସୁବୁଦ୍ଧି

ପେଷ୍ଟ୍ରି ସେଫ, ଯାହାଙ୍କ ଆଙ୍ଗୁଠି କଥା କହିଥାଏ

ତେଲେଙ୍ଗା ବଜାର କଟକର ନିବାସୀ ଶୁଭଲକ୍ଷ୍ମୀଙ୍କୁ  ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳେ ସେ ନିଜ ବାପାଙ୍କୁ ହରାଇଥିଲେ। ତାଙ୍କ ମାଆ କୃଷି ବିଭାଗର ଗ୍ରାମ୍ୟ ଋଣ ବିଭାଗରେ କୋଧାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେ ଏକ କଳାତ୍ମକ ଜୀବିକା ଆପଣାଇବାକୁ ଚାହୁଁଥିଲେ  ତେଣୁ ସେ ସ୍ଵସ୍ତି ଇନଷ୍ଟିଚ୍ୟୁଟରୁ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ। ସେ ନିଜର କଲେଜ ଜୀବନରେ ବେକିଙ୍ଗ ଓ କେକ ଡେକୋରେସନରେ ନୈପୁଣ୍ୟତା ହାସଲ କରିଥିଲେ ପରିଣାମ ସ୍ୱରୂପ ତାଙ୍କୁ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡିଶା ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ଦିଆଯାଇଥିଲା। ସେ ପେଷ୍ଟ୍ରି ଓ କନଫେକ୍ସନରୀ ବିଭାଗରେ ୮ ଟି ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ