ଅନିଲ କୁମାର ନାୟକ

ଠିକାଦାର

ଅନିଲ କୁମାର ନାୟକ

ଅର୍ଥାଭାବ ଯୋଗୁ ସ୍କୁଲରୁ ପଢା ଛାଡିଥିଲେ ମଧ୍ୟ ଅନିଲ ଏଲଏଣ୍ଡଟିର ଠିକାଦାର ଭାବେ ନିଜକୁ ପ୍ରତିଷ୍ଠା କରିଛନ୍ତି। ଏତେ ସହଜ ନଥିଲା ତାଙ୍କର ଏହି ଯାତ୍ରା।

ଅନିଲ, ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ବୁଡାମରା ଗାଁରେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପାରିବାରିକ ଅସୁବିଧା ଯୋଗୁ ସେ ୧୦ମ ଶ୍ରେଣୀରୁ ପାଠ ଛାଡି ଦେଇଥିଲେ। ହେଲେ ଜୀବନରେ ସଫଳତା ପାଇବା ପାଇଁ ସେ ସଂଘର୍ଷ ଜାରି ରଖିଥିଲେ। ୨୦୧୩ରେ ବାରିପଦାର ସିଏସଟିସି କେନ୍ଦ୍ରରେ ଦକ୍ଷତା ତାଲିମ ନେଇ ସେ ବର୍ତ୍ତମାନ ଏଲଏଣ୍ଡଟିର ଜଣେ ସଫଳ ଠିକାଦାର।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ